ଫୁଲ ଛାଡି ଶଙ୍ଖ ଧରିବେ ଜଗନ୍ନା‌ଥ ପ୍ରଧାନ : ଭୁବନେଶ୍ବର ବିଜେପିରେ କମ୍ପନ

ଭୁବନେଶ୍ବର : ବିଜେପିର ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀ ନେତା ଜଗନ୍ନାଥ ପ୍ରଧାନ ଖୁବ୍‌ଶୀଘ୍ର ବିଜେପି ଛାଡ଼ିପାରନ୍ତି। ଭୁବନେଶ୍ବର ବିଜେପିରେ ବଢ଼ି ଚାଲିଥିବା ଅନ୍ତଃକନ୍ଦଳ ପାଇଁ ଜଗନ୍ନାଥ ବିଜେପି ଛାଡ଼ିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏପରିକି ଅଗଷ୍ଟ ୧୭ କିମ୍ବା ୧୯ତାରିଖରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜନ ହେବାକୁ ଏକ ମିଶ୍ରଣ ପର୍ବରେ ସେ ତାଙ୍କର କିଛି ସମର୍ଥକଙ୍କ ସହ ବିଜେଡିରେ ମିଶିବେ ବୋଲି ଆପାତତଃ ସ୍ଥିର ହୋଇଥିବା କୁହାଯାଉଛି। … Continue reading ଫୁଲ ଛାଡି ଶଙ୍ଖ ଧରିବେ ଜଗନ୍ନା‌ଥ ପ୍ରଧାନ : ଭୁବନେଶ୍ବର ବିଜେପିରେ କମ୍ପନ